ଗାଦି ମାଡ଼ି ବସିବା
କୌଣସି ସ୍ଥାନରେ ଆସନ ଜମାଇ ବସିବା; କୌଣସି ସ୍ଥାନ ସ୍ଥାୟୀଭାବରେ ଅଧିକାର କରିବା —To occupy a place permanently; to sit tight.