ଗାଧ
ଦେଖଣା
ଗାଧ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗାଧ୍ ଧାତୁ=ଇଚ୍ଛା କରିବା; ଠିଆ ହେବା+ କର୍ତ୍ତୃ. ଅ)
[ସମ୍ପାଦନା]- ୧. କୌଣସି ପଦାର୍ଥର ତଳ ସ୍ପର୍ଶ କରିବା ବା ତିଳ ସ୍ଥାନ ଛୁଇଁବା —୧. Tounching of the bottom or the lowest part of a thing.
- ୨. ସ୍ଥାନ —୨. Place.
- ୩. ଲାଭର ଆଶା; ଲୋଭ —୩. Desire of gain; hankering after a thing; cupidity.
- ୪. ତଳ ଦେଶ —୪. Bottom.
- ୫. ନଦୀଆଦିର ଥଳ ହେବା ଜାଗା —୫. A ford.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଅଗଭୀର —୧. Shallow.
- ୨. ଯେଉଁ ଜଳରେ ଲୋକ ପଶି ଯାଆସ କରିପାରନ୍ତି — ୨. Fordable (water).