Jump to content

ଗାଧି

ଉଇକିଅଭିଧାନ‌ରୁ

ଗାଧି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗାଧ୍ ଧାତୁ=ପ୍ରତିଷ୍ଠିତ ହେବା+କର୍ତ୍ତୃ. ଇ)

[ସମ୍ପାଦନା]

ବିଶ୍ୱାମିତ୍ରଙ୍କ ପିତା; ଚନ୍ଦ୍ରବଂଶୀୟ କାନ୍ୟକୁବ୍ୱର ନରପତି ବିଶେଷ —Name of an ancient king of the lunar dynasty and father of Biṡwāmitra.


ଈଶାମ୍ୱୁ ସୂତ ଗାଧି ନାମ ଅତି ସୁନ୍ଦର ଗୁଣ ଧାମ ଜଗନ୍ନାଥ. ଭାଗବତ

[ଦ୍ରଷ୍ଟବ୍ୟ —ଏ କୁଶିକ ରାଜାଙ୍କ ପୁତ୍ରଥିଲେ କୁଶିକ ତପସ୍ୟା କରି ଅନ୍ଦ୍ରଙ୍କ ଅଂଶଧାରୀ ବିଶ୍ୱାମିତ୍ରଙ୍କୁ ପୁତ୍ରରୂପେ ପାଇଥିଲେ]