Jump to content

ଗାଧୁଆ

ଉଇକିଅଭିଧାନ‌ରୁ

ଗାଧୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଆଗାଧୁଆ—ବିପରୀତ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାତ୍ରଧାବନ)

[ସମ୍ପାଦନା]

ସ୍ନାନ — Bath; washing the body; ablution.

ଦେଶଜ - ବିଶେଷଣ -

[ସମ୍ପାଦନା]

ସ୍ନାତ; ସ୍ନାନ କରିଥିବା (ବ୍ୟକ୍ତି) — Bathed; washed.