Jump to content

ଗାଧୁଆବେଳ

ଉଇକିଅଭିଧାନ‌ରୁ

ଗାଧୁଆବେଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାତ୍ରଧାବନ+ବେଳା)

[ସମ୍ପାଦନା]

ସାଧାରଣ ଲୋକଙ୍କର ଗାଧେଇବା ସମୟ — Bathing time.

[ଦ୍ରଷ୍ଟବ୍ୟ —ସାଧାରଣତଃ ଯେଉଁ ସମୟରେ ଭିନ୍ନ ଭିନ୍ନ ବ୍ୟବ — ସାୟରତ ବ୍ୟକ୍ତିମାନେ ବା ଜୀବମାନେ ସ୍ନାନ କରନ୍ତି ସେହି ସେହି ସମୟକୁ ସେହି ସେହି ନାମ ଯୁକ୍ତ ଗାଧୁଆବେଳ କହନ୍ତି; ଯଥା — ଭୂଆଶୁଣୀଗାଧୁଆ ବେଳ ବା ରନ୍ଧୁଣୀଗାଧୁଆ ବେଳ= ପ୍ରାୟ ସକାଳ ୭ଟା; କଅଁଳ ଗାଧୁଆ ବେଳ=ପ୍ରାୟ ସକାଳ ୯ଟା; ଟାଣ ଗାଧୁଆ ବେଳ=ପ୍ରାୟ ଦିନ ୧୧: ଟା; ମୁଲିଆ ଗାଧୁଆ ବେଳ=ପ୍ରୟ ଦିନ ୧୨: ଟା; ଗାଈ ଗାଧୁଆ ବେଳ= ପ୍ରାୟ ଅପରାହ୍ନ ୪ଟା; ଚଢେଇ ବା କୁଆ ଗାଧୁଆ ବେଳ=ପ୍ରାୟ ସନ୍ଧ୍ୟା ୫ଟା]