Jump to content

ଗାଧୋଇ ପଡ଼ିବା

ଉଇକିଅଭିଧାନ‌ରୁ

ଗାଧୋଇ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ତୁଳ. ବସିପଡ଼ିବା; ଉଠିପଡ଼ିବା; ଫେରି— ପଡ଼ିବା)

[ସମ୍ପାଦନା]

ସ୍ନାନ କ୍ରିୟା ଶୀଘ୍ର ସମ୍ପନ୍ନ କରିବା —To finish one's bath soon.

[ଦ୍ରଷ୍ଟବ୍ୟ —କେତେକ କ୍ରିୟାର ଅସମାପିକ ଆକାର ପରେ ପଡ଼ିବା କ୍ରିୟା ଲାଗିଲେ ପ୍ରଥମ କ୍ରିୟାର ଶୀଘ୍ର ସମ୍ପାଦନ ସୂଚନା କରେ]