Jump to content

ଗାନୀ

ଉଇକିଅଭିଧାନ‌ରୁ

ଗାନୀ

ଉଚ୍ଚାରଣ

[ସମ୍ପାଦନା]
(ଗାନିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗାନ=ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ଗାନକାରୀ — ୧. Singing.
୨. (ଗମ ଧାତୁ+ଇନ୍; ୧ମା. ୧ବ; ନିପାତନ)— ଗାମୀ; ଗମନକାରୀ —୨. Going; moving.