ଗାନ୍ଥଣୀ
ଦେଖଣା
ଗାନ୍ଥଣୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଗ୍ରନ୍ଥନ)
[ସମ୍ପାଦନା]- ୧. କାଦୁଅ ବା ଚୂନଦ୍ୱାରା ଇଟା ବା ପଥରକୁ ଏକତ୍ର ବାସାଇବା — ୧. Masonry; setting of bricks or stones with clay or lime.
[ଦ୍ରଷ୍ଟବ୍ୟ —ଚୂନ ମସଲାଦ୍ୱାରା ଇଟା ପଥର ବସାଇବାକୁ ପକ୍କାଗାନ୍ଥଣୀ ଓ କାଦୁଅଦ୍ୱାରା ଇଟା ପଥର ଜୋଡ଼ିବା କାମକୁ କାଚ୍ଚାଗାନ୍ଥଣୀ ବୋଲାଯାଏ]
- ୨. ଗୁନ୍ଥିବା କର୍ମ —୨. Threading or stringing of beads etc.