Jump to content

ଗାନ୍ଦିନୀ

ଉଇକିଅଭିଧାନ‌ରୁ

ଗାନ୍ଦିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୋ—ସ୍ୱର୍ଗ, ପୃଥିବୀ+ଦା ଧାତୁ=ଶୁଦ୍ଧ କରିବା+ଇନ୍ +ସ୍ତ୍ରୀ. ଈ)

[ସମ୍ପାଦନା]
୧. ଭାଗୀରଥୀ; ଗଙ୍ଗାନଦୀ — ୧. The river Ganges.
୨. ଗଙ୍ଗାଦେବୀ; ଭୀଷ୍ମମାତା — ୨. The mother of Bhīshma.
୩. ଅକ୍ରୂର ଜନନୀ ଓ ଶଫଲ୍ମଙ୍କ ସ୍ତ୍ରୀ — ୩. The mother of Akrūra.