ଗାନ୍ଧର୍ବ
ଦେଖଣା
ଗାନ୍ଧର୍ବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଗନ୍ଧର୍ବ=ଦେବଗାୟକ ବିଶେଷ+ସମ୍ୱନ୍ଧାର୍ଥେ ଅ)
[ସମ୍ପାଦନା]- ୧. ଗନ୍ଧର୍ବମାନଙ୍କ ସମ୍ୱନ୍ଧୀୟ — ୧. Belonging to or pertaining to the Gandharbas, the celestial choristers.
- ୨. ଗନ୍ଧର୍ବଦେଶ ସମ୍ୱନ୍ଧୀୟ — ୨. Relating to the Gandharba country.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବରକନ୍ୟାଙ୍କର ଇଚ୍ଛାନୁସାରେ ବିବାହ (ହିନ୍ଦୁଶାସ୍ତ୍ର ଲିଖିତ ୮ ପ୍ରକାର ବିବାହରୁ ଏକତମ) — ୧. Marriage by mutual consent and love (one of the ୮ forms of marriage mentioned in the Hindu Ṡāstras)
- ୨. ଘୋଟକ —୨. Horse.
- ୩. ସଙ୍ଗୀତଶାସ୍ତ୍ର; ଗାନବାଦ୍ୟ ଶାସ୍ତ୍ର — ୩. The art of music.
ବାସ୍ତରୀ କଳାରେ ଗାନ୍ଧିର୍ବ ଯେ ଗାୟନାଦି ଚନ୍ଦ୍ର ସ୍ୱରେ ଏମାନ ସାଧିଲେ ହୋଏ ସିଦ୍ଧି ପ୍ରାଚୀ. ଶିବସ୍ୱଭୋଦୟ
- ୫. ଗନ୍ଧର୍ବ —୫. A celestial chorister.
- ୬. ସାମବେଦର ଉପବେଦ ବିଶେଷ (ଏଥିରେ ସଙ୍ଗୀତ— ବିଦ୍ୟା ଆଲୋଚିତ ହୋଇଅଛି) — ୬. A subordinate Beda of the Sāmabeda, treating of music.
- ୭. ହିମାଳୟର ପ୍ରାନ୍ତସ୍ଥ ପୌରାଣିକ ଦେଶବିଶେଷ — ୭. Name of a mythological couutry at the end of the Himalayas.
[ ଦ୍ର—ଏହାର ଅନ୍ୟ ନାମ ଗନ୍ଧର୍ବଦ୍ୱୀପ, ଏହା ଭାରତର ଗୋଟିଏ ଭାଗ ଥିଲା ଏଠାର ଲୋକେ ଗାନବାଦ୍ୟରେ ବିଶେଷ ପାରଗ ଥିଲେ ଏଠାରେ ବରକନ୍ୟାଙ୍କ ପରସ୍ପର ନିର୍ବାଚନରେ ବିବାହ କରାଯାଉଥିଲା ଏଠାର ସ୍ତ୍ରୀମାନେ ରୂପବତୀ ଥିଲେ; ଏଠାର ଘୋଡ଼ାମାନେ ଉତ୍କୃଷ୍ଟ ଥିଲେ ହିନ୍ଦୀ - ଶବ୍ଦସାଗର ]