Jump to content

ଗାନ୍ଧାର ପଞ୍ଚମ

ଉଇକିଅଭିଧାନ‌ରୁ

ଗାନ୍ଧାର ପଞ୍ଚମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଷୋଡ଼ବ ରାଗବିଶେଷ — Name of a musical tune.

[ ଦ୍ର—ଏ ମାଙ୍ଗଳିକ ରାଗ ଅଟେ ହାସ୍ୟ, ଅଭୁତ ଓ କରୁଣ ରସରେ ଏଥିର ପ୍ରୟୋଗ ହୁଏ ଏଥିରେ ଋଷଭ ସ୍ୱର ଲାଗେ ନାହିଁ; ଏହାକୁ କେବଳ ଗାନ୍ଧାର ମଧ୍ୟ ବୋଲାଯାଏ ହିନ୍ଦୀ - ଶବ୍ଦସାଗର ]