ଗାନ୍ଧିକ
ଦେଖଣା
ଗାନ୍ଧିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗନ୍ଧ+ପଣ୍ୟାର୍ଥେ ଇକ)
[ସମ୍ପାଦନା]- ୧. ଗନ୍ଧଦ୍ରବ୍ୟ ବ୍ୟବସାୟୀ; ଗନ୍ଧିବଣିଆ —୧. A vendor in perfumery and drugs; druggist.
- ୨. ପାରୁଡ଼ାପୋକ; ଦୁର୍ଗନ୍ଧମୟ କୀଟବିଶେଷ — ୨. A kind of insect having strong fœtid smell; a flying bug.
- ୩. ଲେଖକ; ମୋହରିର୍ — ୩. A scribe; a clerk. (Apte)
- ୪. ସୁଗନ୍ଧି ଦ୍ରବ୍ୟ — ୪. Scents; perfumery (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଗନ୍ଧଦ୍ରବ୍ୟବାହୀ —Carrying scents.