ଗାବ
ଦେଖଣା
ଗାବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାବୀ; ଗବୀ; ତୁଳ. ସଂସ୍କୃତ - ଗୌ ଶବ୍ଦର ବହୁବଚନ ଗାବଃ)
[ସମ୍ପାଦନା]- ୧. (ଗଦ୍ୟରେ ବ୍ୟବହୃତ) ଗାଈ —୧. Cow.
ଦେଇଣ ମଧୂପର୍କ ଅର୍ଘ୍ୟକୁ ଗାବକୁ—କୃଷ୍ଣସିଂହ. ମହାଭାରତ. ସଭା
- ୨. ଗୋରୁଗାଈ; ଗୋସମୂହ —୨. Cattle; kine.
- ୩. ମୃଦଙ୍ଗ ଆଦି ବାଦ୍ୟଯନ୍ତ୍ର ଚମଡ଼ା ଉପରେ (ଯେଉଁ—ଠାରେ ଟିପ ଲାଗେ) ବୋଳାଯିବା ଏକପ୍ରକାର ଲେପ — ୩. An ointment spread over the hide covering a drum.