Jump to content

ଗାମଦ

ଉଇକିଅଭିଧାନ‌ରୁ

ଗାମଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ଜାହାଜିଆ ଭାଷା) (ସଂସ୍କୃତ - ଗମ ଧାତୁ)

[ସମ୍ପାଦନା]
୧. ଜାହାଜର ତଳ କଣା ହୋଇ ପାଣି ପଶିବା — ୧. (nautical) Leak in the bottom of a ship.

ଅଧରାତି ସରିକି ଜାହାଜ ଗାମଦ ହେଲା, ସମସ୍ତେ ମିଶି ପାଣି ମରାରେ ଲାଗି ଥାଉଁ ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ନିକାଶ (ହିନ୍ଦୀ - ଶବ୍ଦସାଗର); ଜାହାଜ ବନ୍ଦର ଛାଡ଼ିବା — ୨. The weighing of anchor.