Jump to content

ଗାମିନୀ

ଉଇକିଅଭିଧାନ‌ରୁ

ଗାମିନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ଦେଶଜ - ବିଶେଷ୍ୟ -(ସଂସ୍କୃତ - ଗମ ଧାତୁ+ଇନ୍=ଈ)

[ସମ୍ପାଦନା]

ଭାରତବାସୀଙ୍କ ଚାଳିତ ପ୍ରାଚୀନ ଅର୍ଣ୍ଣବପୋତବିଶେଷ —A kind of sea-going vessel of ancient India.

[ ଦ୍ର—ଏଜାହାଜର ଲମ୍ୱା ୧୬: ହାତ, ଚଉଡ଼ା ୧୨: ହାତ ଓ ଉଚ୍ଚ ୧ ହାତ ଏଥିରେ ସମୁଦ୍ରଯାତ୍ରା ଅଶୁଭ ବୋଲି ବିବେଚିତ ହେଉଥିଲା—ହିନ୍ଦୀ - ଶଦ୍ଦସାଗର; ଭୋଜରାଜଙ୍କ ପ୍ରଣୀତ ଯୁକ୍ତିକଳ୍ପତରୁ ଗ୍ରନ୍ଥରେ ଏଥିର ବର୍ଣ୍ଣନା ଅଛି—ଜଗବନ୍ଧୁ ପ୍ରାଚୀନ ଉତ୍କଳ]

ସଂସ୍କୃତ - ବିଶେଷଣ - ସ୍ତ୍ରୀ.—(ଗମ ଧାତୁ+ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]

ଗମନକାରିଣୀ —Going; moving.

[ ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ମିଶି ବ୍ୟବହୃତ ହୁଏ, ଯଥା—ଦୂର— ଗାମିନୀ]