Jump to content

ଗାମୀ

ଉଇକିଅଭିଧାନ‌ରୁ

ଗାମୀ

ଉଚ୍ଚାରଣ

[ସମ୍ପାଦନା]
(ଗାମିନୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗମ ଧାତୁ=ଯିବା+କର୍ତ୍ତୃ. ଇନ୍; ୧ମା; ୧ବ);

୧. ଗମନକାରୀ; ଗମନଶୀଳ, ଗତିବିଶିଷ୍ଟ — moving; having motion; going.
[ଦ୍ରଷ୍ଟବ୍ୟ —ଅମୁକ ପରି ଗମନଧାରୀ ଯଥା, ଗଜଗାମିନୀ; ଅମୁକ ପ୍ରକାର ବା ସହକାରେ ଗମନକାରୀ ଯଥା, ବେବଗାମୀ; ଅମୁକଠାକୁ ଗମନ- କାରୀ ଯଥା, ସମୁଦ୍ରଗାମୀ; ଅମୁକଠାକୁ ଗମନକାରୀ ଯଥା, ନରକ- ଗାମୀ; ଅମୁକରେ ଗମନକାରୀ ଯଥା. ବିପଥଗାମୀ] 
୨. ସଙ୍ଗମକାରୀ (ଯଥା, ପରସ୍ତ୍ରୀଗାମୀ) — ୨. Having intercourse with.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ସ୍ୱତନ୍ତ୍ର ପ୍ରୟୋଗ ହୁଏ ନାହିଁ; ଅନ୍ୟ ଶବ୍ଦ ସଙ୍ଗେ ସଂଯୁକ୍ତ ହୋଇ ଥାଏ ଯଥା—ଦ୍ରୁତଗାମୀ, ଅଗ୍ରଗାମୀ, ସମୁଦ୍ରଗାମୀ, ନରକଗାମୀ]