ଗାମୁକ
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗମ୍ ଧାତୁ=ଯିବା+କର୍ତ୍ତୃ. ଉକ)
ଗମନଶୀଳ; ଗତିବିଶିଷ୍ଟ —Going; having motion; moving; locomotive.