Jump to content

ଗାମୁଛା

ଉଇକିଅଭିଧାନ‌ରୁ

ଗାମୁଛା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାତ୍ରମାର୍ଜନୀ; ଗାତ୍ରପ୍ରୋଞ୍ଛନୀ)

[ସମ୍ପାଦନା]

ଗାତ୍ରମାର୍ଜନ; ଅଙ୍ଗ ପୋଛିବାର ଲୁଗା —Towel; napkin.

ବାହାରିଲେ ଅଣ୍ଟାରେ ଗାମୁଛା ଭଡ଼ି ସଜେ କୃଷ୍ଣସିଂହ. ମହାଭାରତ ବନ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

କଷା ବା ଗେରୁଆ ଲୁଗା; କଷାୟାମ୍ୱର —A cloth dyed with red ochre.