ଗାରଡ଼ି
ଦେଖଣା
ଗାରଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାରୁଡ଼)
[ସମ୍ପାଦନା]- ୧. ମାୟାବିଦ୍ୟା — ୧. Magic; black art.
- ୨. (ସଂସ୍କୃତ - ଗାରୁଡ଼ୀ) ସାପ ବିଷଝାଡ଼ିବା ମନ୍ତ୍ର — ୨. An incantation used for destroying the venom from a snake-bite; snake-sharm.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ୍ଡରୀ)
[ସମ୍ପାଦନା]- ୩. ମାଈମେଣ୍ଢା — ୩. An ewe.