Jump to content

ଗାରଡ଼ିମନ୍ତ୍ର

ଉଇକିଅଭିଧାନ‌ରୁ

ଗାରଡ଼ିମନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାରୁଡ଼ୀମନ୍ତ୍ର)

[ସମ୍ପାଦନା]
୧. ସର୍ପବଶୀକରଣ ମନ୍ତ୍ର ଓ ସର୍ପ ବିଷଝଡ଼ା ମନ୍ତ୍ର —୧. Snake-charm.

ମୁହିଁ ତୁମ୍ଭ ବାଣୀ ଗାରଡ଼ିମନ୍ତ୍ର ପାଇ ଅହି ପରି ରହିଛି ଯିବା ଶକ୍ୟ ନାହିଁ—କୃଷ୍ଣସିଂହ. ମହାଭାରତ. ବନ