Jump to content

ଗାରଦ

ଉଇକିଅଭିଧାନ‌ରୁ

ଗାରଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଇଂ ଗାର୍ଡ଼)

[ସମ୍ପାଦନା]
୧. ପ୍ରହରୀ — ୧. Watch-man; guard.
୨. କାରାଗାର —୨. Prison.
୩. ପ୍ରହରୀରକ୍ଷିତ ସାମୟିକ ବନ୍ଦଶାଳା; ହାଜତ୍ — ୩. Temporary prison; a lock-up

ଗାରଦ ଘରର ଗୋଟାଏ କୋଣରେ ବାଡ଼କୁ ଆଉଜି ଆଖି ବୁଜି ଗୋଟିଏ ଆସାମୀ ବସିଅଛି—ଫକୀରମୋହନ. ଛମାଣ ଆଠଗୁଣ୍ଠ

୪. ଜଣେ ଉଚ୍ଚ କର୍ମଚାରୀଙ୍କ ନେତୃତ୍ୱରେ କୌଣସି ନିର୍ଦ୍ଦିଷ୍ଟ କର୍ମ ପାଇଁ ନିଯୁକ୍ତ ପ୍ରହରୀଦଳ — ୪. A guard of soldiers under an officer deputed for a certain work.