Jump to content

ଗାରା

ଉଇକିଅଭିଧାନ‌ରୁ

ଗାରା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ବାଘ ଆଦିଙ୍କୁ ପ୍ରଲୋଭିତ କରି ମଞ୍ଚା ନିକଟକୁ ଆଣିବାଲାଗି ବନ୍ଧା ଯାଇଥିବା ଛେଳି ଆଦି ପଶୁ — A kill; an animal tied to the stake to entice a tiger to come to the ambush.

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫା)

[ସମ୍ପାଦନା]

କାଦୁଅ —Clay.

(ଯଥା—ଗାରାଗାନ୍ଥିନି)