ଗାରାଣ୍ଟି
ଦେଖଣା
ଗାରାଣ୍ଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗ୍ୱାରାଣ୍ଟୀ)
[ସମ୍ପାଦନା]- ୧. ଭବିଷ୍ୟତ୍ ଘଟନା ସମ୍ୱନ୍ଧରେ ନିଶ୍ଚିତ ଜବାବ; ନିର୍ଭର ଜବାବ; ଜବାବ ଅନୁସାରେ ଫଳ ନ ଘଟିଲେ କ୍ଷତିପୁରଣ କରିବା ପାଇଁ ଦୃଢ଼ଜବାବ — ୧. Guarantee or assurance for future.
- ୨. ଯେଉଁ ପତ୍ରରେ ନିଶ୍ଚିତ ଯବାନ ଲେଖାଯାଏ — ୨. A writing of guarantee.
- ୩. ପ୍ରତିଭୁ; ଜାମିନ୍ —୩. Security; sucrefy.