ଗାରିଆ
ଦେଖଣା
ଗାରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ଅନ୍ୟ ରଙ୍ଗ ବା ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ ଯଥା—ନାଲିଗାରିଆ; ତିନିଗାରିଆ)—ଗାରବିଶିଷ୍ଟ ୧. (used in a compound) Lined; having lines; striped.
- ୨. ଗାର କଟା ଯାଇଥିବା —୨. Drawn with lines; having lines drawn on it.
- ୩. ଅତି କଦର୍ଯ୍ୟ ହୋଇ ଲେଖା ଯାଇଥିବା — ୩. Written in a very slovenly manner; scrawled.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗାରକାଟିବା କର୍ମ — Act of drawing lines.