Jump to content

ଗାରିଡ଼ି

ଉଇକିଅଭିଧାନ‌ରୁ

ଗାରିଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଗଡ୍ଡର) ଗାରଡ଼; ମେଣ୍ଢା —୧. Ram.
୨. (ସଂସ୍କୃତ - ଗାରୁଡ଼)— ମାୟା ବିଦ୍ୟା —୨. Magic.
୩. ବିଷବିଦ୍ୟା —୩. Snake-charm.

ଦେଶଜ - ବିଶେଷଣ -

[ସମ୍ପାଦନା]

ଗାରୁଡ଼ୀ ବିଦ୍ୟା ସମ୍ୱନ୍ଧୀୟ — Relating to magic or snake-charm.