Jump to content

ଗାରିମା

ଉଇକିଅଭିଧାନ‌ରୁ

ଗାରିମା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗରିମା)

[ସମ୍ପାଦନା]

ଅହଙ୍କାର; ଗର୍ବ; ବଡ଼ାଇ; ଦିମାକ୍ — Pride; arrogance.

ରାଜ ଝିଅ ଗାରିମା ହୃଦରେ ନ ଥୋଇ ଦାସୀ ପରି ତାଙ୍କ ସେବା ମୁଁ କରୁଥାଇଁ କୃଷ୍ଣସିଂହ. ମହାଭାରତ. ବନ

ଦେଶଜ - ବିଶେଷଣ -

[ସମ୍ପାଦନା]

ଗର୍ବିତ —Proud; arrogant.

ହରିଲେ ସକଳ ମନ ଜାରିଲେ ଗାରିମା ଜନ ଗୁପତେ କାହିଁ ଏ ଥିଲେ, ଗଞ୍ଜି ଅଇଲେ ୟେ ପ୍ରାଚୀ. ରହସ୍ୟମଞ୍ଜରୀ