Jump to content

ଗାରୁ

ଉଇକିଅଭିଧାନ‌ରୁ

ଗାରୁ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ତେଳଗୁ)

[ସମ୍ପାଦନା]

ଭଦ୍ରଲୋକଙ୍କ ନାମ ପରେ ବ୍ୟବହୃତ ସମ୍ମାନାର୍ଥକ ଶଦ୍ଦ; ମହାଶୟ (ଯଥା—ରାମନ୍ନା ନାଇଡ଼ୁ ଗାରୁ; ପାନ୍ତୁଲୁ ଗାର) — A respectful adjunct to the name of a person (like the English 'Esq' or square. after the name of a gentleman).