ଗାରୁଡ଼
ଦେଖଣା
ଗାରୁଡ଼
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗରୁଡ଼ା+ଅ)
[ସମ୍ପାଦନା]ଗରୁଡ଼ ସମ୍ୱନ୍ଧୀୟ —Pertaining to Garuṟḍ̠a, the mythological king of birds.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସାପର ବିଷ ଛଡ଼ାଇବା ମନ୍ତ୍ର — ୧. Charm against snake-bite.
[ ଦ୍ର—ଗରୁଡ଼ ସପମାନଙ୍କ ଭକ୍ଷକ; ସାପର ବିଷ ଛଡ଼ାଇବା ମନ୍ତ୍ରର ଦେବତା ଗରୁଡ଼]
- ୨. ନୀଳମଣି; ମରକତମଣି —୨. Emerald.
- ୩. ସ୍ୱର୍ଣ୍ଣ —୩. Gold.
- ୪. ବ୍ୟୂହବିଶେଷ — ୪. Name of a particular battle-array.
- ୫. ଗରୁଡ଼ ପୁରାଣ —୫. Name of one of the eighteen Hindu purāṇas describing the birth, orgin and life of Garuṟḍ̠a, the king of birds.
- ୬. ଅସ୍ତ୍ରବିଶେଷ —୬. Name of a weapon.