Jump to content

ଗାରୁତ୍ମତ

ଉଇକିଅଭିଧାନ‌ରୁ

ଗାରୁତ୍ମତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗରୁତ୍ମତ୍=ଗରୁଡ଼ା+ଭବାର୍ଥେ. ଅ; ଗରୁଡ଼ଙ୍କ ଶ୍ଳେଷ୍ମାରୁ ଏହି ମଣିର ଉତ୍ପତ୍ତି ବିଷୟ ପୁରାଣପ୍ରସିଦ୍ଧ)

[ସମ୍ପାଦନା]
୧. ମରକତମଣି —୧. Emerald.
୨. ଗାରୁଡ଼ାସ୍ତ୍ର —୨. Name of a weapon.