Jump to content

ଗାର୍ଗୀ

ଉଇକିଅଭିଧାନ‌ରୁ

ଗାର୍ଗୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗର୍ଗ+ଅପତ୍ୟାର୍ଥେ. ସ୍ତ୍ରୀ. ଈ)

[ସମ୍ପାଦନା]
୧. ଗର୍ଗଗୋତ୍ରସଂଭୂତା ପ୍ରସିଦ୍ଧା ବ୍ରହ୍ମବାଦିନୀ ସ୍ତ୍ରୀ — ୧. Name of a very learned woman born in the clan of Saga Garga.

[ ଦ୍ର—ଏହାଙ୍କ ବିଷୟ ବୃହଦାରଣ୍ୟକ ଉପନିଷଦରେ ବର୍ଣ୍ଣିତ ହୋଇଅଛି—ହିନ୍ଦୀ - ଶବ୍ଦସାଗର ]

୨. ଯାଜ୍ଞବଲ୍ଲ୍ୟ ଋଷିଙ୍କ ସ୍ତ୍ରୀ — ୨. Name of the wife of saga j̄ān̄nabaḻkya.
୩. ଦୁର୍ଗା (ହିନ୍ଦୀ - ଶବ୍ଦସାଗର) —୩. Goddes Durgā