Jump to content

ଗାର୍ଗ୍ୟ

ଉଇକିଅଭିଧାନ‌ରୁ

ଗାର୍ଗ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଗର୍ଗ+ଅପତ୍ୟାର୍ଥେ ଯ)

[ସମ୍ପାଦନା]
୧. ଗର୍ଗମୁନିଙ୍କ ପୁତ୍ର — ୧. Son of Saga Garga.

[ ଦ୍ର—ଏ ଜଣେ ପ୍ରସିଦ୍ଧ ବୈୟାକରଣିକ ଥିଲେ ଯାଜ୍ଞବଲ୍ଲ୍ୟ ଓ ପାଣିନିଙ୍କ ଗ୍ରନ୍ଥରେ ଏହା ଉଲ୍ଲେଖ ଅଛି ନିରୁକ୍ତ ଟୀକାକାର ଦୁର୍ଗାସିଂହଙ୍କ ମତରେ ଏ ସାମବେଦର ବେଦପାଠର ରଚକ ଥିଲେ ଏହାଙ୍କଦ୍ୱାରା ଗୋଟିଏ ସ୍ମୃତି ଚରିତ ହୋଇ ଥିଲା ହିନ୍ଦୀ - ଶବ୍ଦସାଗର ]

୨. ଗର୍ଗଗୋତ୍ରରେ ଉତ୍ପନ୍ନ ବ୍ୟକ୍ତି — ୨. A person of the clan of saga Garga.