ଗାର୍ଡ
ଦେଖଣା
ଗାର୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗାର୍ଡ)
[ସମ୍ପାଦନା]- ୧. ରେଳଗାଡ଼ିର ତତ୍ତ୍ୱାବଧାରକ — ୧. The guard of a Railway train.
- ୨. ଚୌକିଦାରି; ପ୍ରହରୀ — ୨. Watchman; guard.
- ୩. ପରୀକ୍ଷା ପ୍ରଭୃତିରେ ପରୀକ୍ଷା ଦେଉଥିବା ପିଲାଙ୍କୁ ଜଗିବା ପାଇଁ ନିଯୁକ୍ତ ବ୍ୟକ୍ତି —୩. The guard watching the examinees while writting answer-papers in the examination-hall.
- ୪. ସଶସ୍ତ୍ର ପ୍ରହରୀ — ୪. Sentry; armed soldier.
- ୫. କୌଣସି ବିଶିଷ୍ଟ କର୍ମ ପାଇଁ ନିଯୁକ୍ତ ଅଫିସରଙ୍କ ଆଜ୍ଞାନୁବର୍ତ୍ତୀ ପ୍ରହରୀଦଳ — ୫. A body of armed soldiers under a commander dupated for a certain duty.