ଗାର୍ଡ ଅଫ୍ ହନର୍
ଦେଖଣା
ଗାର୍ଡ ଅଫ୍ ହନର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗାର୍ଡ ଅଫ୍ ହନର୍
|
ବୈଦେଶଜ - ବିଶେଷ୍ୟ - (ଇଂ)
[ସମ୍ପାଦନା]କୌଣସି ବିଶିଷ୍ଟ ବ୍ୟକ୍ତି ବା ଉଚ୍ଚ ରାଜ କର୍ମଚାରୀ କୌଣସିସ୍ଥାନକୁ ପରିଦର୍ଶନ କରିବା ଉପଲକ୍ଷରେ ଗଲେ ତାଙ୍କୁ ସଲାମି ଦେବା— ପାଇଁ ଉକ୍ତ ସ୍ଥାନରେ ବ୍ୟୂହବଦ୍ଧ ହୋଇ ଦଣ୍ଡାୟମାନ ସଶସ୍ତ୍ରର ପ୍ରହରୀଦଳ —Guard of honour.