ଗାର୍ହପତ୍ୟ
ଦେଖଣା
ଗାର୍ହପତ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୃହପତି+ସମ୍ୱନ୍ଧାର୍ଥେ. ଯ)
[ସମ୍ପାଦନା]- ୧. ସାଗ୍ନିକ ଗୃହସ୍ଥଦ୍ୱାରା ସମ୍ପାଦିତ ଯଜ୍ଞାଗ୍ନି — ୧. The sacrificial fire maintained by a house-holder who daily performes Vedic Homa.
- ୨. ସାଗ୍ନିକ ଗୃହସ୍ଥଦ୍ୱାରା ସମ୍ପାଦିତ ଯଜ୍ଞ — ୨. The Vedic sacrfic performance by a house-holder who performs daily Homa.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଗୃହପତି ସମ୍ୱନ୍ଧୀୟ; ଗାର୍ହସ୍ଥ୍ୟ — Pertaining to a house-holder.