ଗାର୍ହମେଧ
ଦେଖଣା
ଗାର୍ହମେଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗୃହମେଧ+ଅ)
[ସମ୍ପାଦନା]ଗୃହୀର କର୍ତ୍ତବ୍ୟ ବା ଅନୁଷ୍ଠେୟ; ଗୃହସ୍ଥୋଚିତ; ଗୃହସ୍ଥ ସମ୍ୱନ୍ଧୀୟ — Domestic; becoming or behoving a house-holder; pertaining to a householder.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଗୃହସ୍ଥ କର୍ମ; ଗୃହସ୍ଥର କର୍ତ୍ତବ୍ୟ ବେଦାଧ୍ୟୟନ, ଅଗ୍ନିହୋତ୍ର, ପିତୃତର୍ପଣ, ଭୂତବଳି ଓ ଅତିଥି ପୂଜା ଏହି ପଞ୍ଚ ଯଜ୍ଞ; ପଞ୍ଚ ମହାଯଜ୍ଞ —୧. The five duties enjoined for every house-holder.
- ୨. ପ୍ରତ୍ୟେକ ହିନ୍ଦୁଜୀବନର ଚାରି ଆଶ୍ରମ (ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଓ ଭିକ୍ଷୁ) ମଧ୍ୟରୁ ବିବାହ ଓ ପରିବାର— ପାଳନ ନାମକ ଦ୍ୱିତୀୟ ଆଶ୍ରମ, ଗୃହସ୍ଥାଶ୍ରମ —୨. The second or house-holder stage in the life of a Hindu, enjoined by the ṡāstras.