Jump to content

ଗାଲତୁର

ଉଇକିଅଭିଧାନ‌ରୁ

ଗାଲତୁର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗାଲ ଫୁଲାଇ ମୁଖମଧ୍ୟରେ ପବନ ବନ୍ଦ କରି ଛାଡ଼ିଦେବାଦ୍ୱାରା ଉତ୍ପନ୍ନ ଶବ୍ଦ; ମୁଖବାଦ୍ୟ ବିଶେଷ — ୧. A kind of sound produced by suddenly emitting the wind from the mouth after closing the lips.
୨. ପାଟି ମଧ୍ୟରେ ପବନ ବନ୍ଦ କରି ଫୁଲକାଗାଲରେ ଆଙ୍ଗୁଠି ଆଘାତ କରି ପାଟିବାଟେ ପବନ ଛାଡ଼ିଲେ ଯେଉଁ ବମ୍ୱମ୍ ଶବ୍ଦ ହୁଏ (ଏହା ଶିବପୂଜା ବେଳେ କରାଯାଏ) — ୨. A sound produced by striking the fingers on the puffed up cheeks while the lips are shut up.