Jump to content

ଗାଲପଟା

ଉଇକିଅଭିଧାନ‌ରୁ

ଗାଲପଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମୁହଁର ଚାରିପାଖେ ବନ୍ଧା ଯାଇଥିବା ଓ ଗଣ୍ଡ ଦେଶକୁ ଆବରଣ କରିଥିବା ବସ୍ତ୍ର —୧. A cloth tied round the face and passing over the cheeks and j̄aws.
୨. କାନ ନିକଟରୁ ଗାଲ ପର୍ଯ୍ୟନ୍ତ ରଖାଯିବା କେଶ ବା ଦାଢ଼ୀ —୨. Whiskers.