Jump to content

ଗାଲପାଟି

ଉଇକିଅଭିଧାନ‌ରୁ

ଗାଲପାଟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁହଁର ତଳ ପାଟି ଓ ତଳର ଗାଲ ଅଂଶ; ହନୂ — Part of the face consisting of the lower jaw and the lowers cheeks.

ଖାଲି ଗୋଟିଏ ପର୍ବତ ଉପରେ ପଡ଼ି ତାର ବାଁ ଗାଲପାଟି (ହନୂ) ଭାଙ୍ଗିଗଲା ନୀଳକଣ୍ଠଦାସ ପିଲାଙ୍କରାମାୟଣ