ଗାଲବାଦ୍ୟ
ଗାଲ ମଧ୍ୟରେ ପବନ ବନ୍ଦ କରି ଗଲ ଉପରେ ଆଙ୍ଗୁଠି ମାରି କରାଯିବା ବମ୍ୱମ୍ ଶବ୍ଦ — A sound produced by striking the fingers on the puffed up hills.
[ ଦ୍ର—ଶିବ ପୂଜକ ମାନେ ଶିବୋପାସନା କାଳରେ ଗାଲବାଦ୍ୟ ବଜାନ୍ତି ]