Jump to content

ଗାଲମାଧବ

ଉଇକିଅଭିଧାନ‌ରୁ

ଗାଲମାଧବ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରାଚୀନ ଓଡ଼ିଶାର ରାଜାବିଶେଷ — ୧. A king of ancient Orissa.

[ ଦ୍ର—କଥିତ ଅଛି ଯେ ଇନ୍ଦ୍ରଦ୍ୟୁମ୍ନ ପୁରୀ ଜଗନ୍ନାଥ ଦେଉଳ ତୋଳାଇ ତାକୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମାଙ୍କୁ ଡ଼ାକିବାକୁ ଯାଇ— ଥିଲେ ଏହି ଅବସ୍ଥାରେ ଅନେକ କାଳ ବିତିଗଲା ଏଣେ ବାଲି ଉଡ଼ି ଦେଉଳଟି ପୋତିଗଲା ପରବର୍ତ୍ତୀ ଜୈନିକ ରାଜା ଗାଲ ମାଧବ ଘୋଡ଼ା ଝପଟାଇ ଯାଉଥିଲାବେଳେ ଘୋଡ଼ାର ଟାପୁ ଦେଉଳର ନୀଳ ଚକ୍ରାଗ୍ରରେ ବାଜିବାରୁ ସେ ବାଲି ଖୋଳାଇ ଦେଉଳ ରଖିଲେ ଓ ଇନ୍ଦ୍ରଦ୍ୟୁମ୍ନ ଫେରିଆସିବାରୁ ଗାଲମାଧବ ଏ ଦେଉଳ ତୋଳାଇଥିବା ଦାବୀ କଲେ; କିନ୍ତୁ ଇନ୍ଦ୍ରଦ୍ୟୁମ୍ନ ନାମକ ପୋଖରୀରେ ଥିବା କୂର୍ମମାନେ ଇନ୍ଦ୍ରଦ୍ୟୁମ୍ନ ଦେଉଳ ତୋଳାଇ ଥିଲେ ଏହା ପ୍ରମାଣ କରିଦେଲେ ]

୨. (ଲକ୍ଷଣାର୍ଥେ) ମିଥ୍ୟା ଦାବି କରିବା ବ୍ୟକ୍ତି — ୨. (figurative) A false claimant.