Jump to content

ଗାଲରେ ହାତ ଦେବା

ଉଇକିଅଭିଧାନ‌ରୁ

ଗାଲରେ ହାତ ଦେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଦୁଃଖ ବା ବିପଦ ସମୟରେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଲୋକ ଗାଲରେ ହାତ ଦେଉଥିବା ହେତୁ)

[ସମ୍ପାଦନା]

ଅତ୍ୟନ୍ତ ଦୁଃଖିତ ଓ ମ୍ରିୟମାଣ ହେବା — To be very much afflicted.

ମୁ ଖାଉଥାଏଁ ମୋହୋର ଭାତ; ତୋହୋର କିଆଁ ଗାଲରେ ହାତ! ଢ଼ଗ