Jump to content

ଗାଲା

ଉଇକିଅଭିଧାନ‌ରୁ

ଗାଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାଳ=ଟୋପାଟୋପା ପଡ଼ିବା)

[ସମ୍ପାଦନା]

ଚିଠିପତ୍ର ବନ୍ଦ କରିବା ବା ମୁଦିବା ନିମନ୍ତେ ଚିଠିର ଲଫାଫା ଉପରେ ଦିଆ ଯିବା ଝୁଣା ଓ ସିନ୍ଦୂର ମିଶ୍ରିତ ଜଉ; ଲାଖ — Sealing wax.