ଗାଲାମୋହର
ବନ୍ଦ ଚିଠିର ଲଫାଫା ଉପରେ ଦିଆଯାଉଥିବା ଜଉ ଉପରେ ବସାଯିବା ମୋହର ବା ମୁଦ୍ରିକା ଚିହ୍ନ; ଜଉମୁଦ — Seal put on wax over closed envelope or cover.