Jump to content

ଗାଲି

ଉଇକିଅଭିଧାନ‌ରୁ

ଗାଲି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଲ୍ଲ; ତୁଳନା କର ଇଂରାଜୀ - ଗିଲ୍ସ୍)

[ସମ୍ପାଦନା]
୧. ମାଛ ଓ ଚିଙ୍ଗୁଡ଼ି ଆଦି ଗାଲ ଉପରେ ଥିବା ଅର୍ଦ୍ଧଚନ୍ଦ୍ରାକାର ବର୍ତ୍ତୁଳ ଅସ୍ଥି; ମାଛର ଗାଲ —୧. The gills of fish; the broad bony covering on the sides of the head of fishes and shrimps etc.
୨. ଆମ୍ୱ ଆଦି ଫଳର ଟାକୁଆର ଯେଉଁ ଅଂଶରୁ ଗଜା ବାହାରେ —୨. That part of the stone of a fruit from which the sprout comes out.
(ଗାଲୁଆ—ପୁଂ.) 

ଦେଶଜ - ବିଶେଷଣ - ସ୍ତ୍ରୀ.

[ସମ୍ପାଦନା]

(ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ଫୁଲୁକାଗାଲି; ଟାକୁଆଗାଲି) ଗାଲବିଶିଷ୍ଟ — (used in compounds) cheeked; having (such and such) cheeks.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଗଜା —୧. Sprout.

(ଯଥା—ଧାନ ଗାଲି ଦେଲାନେ)

୨. ଗାଳି —୨. Rebuke.
୩. କଳି —୩. Quarrel.

ପ୍ରାଦେଶିକ - (ଗଞ୍ଜାମ) ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗାଲ୍ଲୀ)

[ସମ୍ପାଦନା]

ଲୁଣ ମରାଯିବା ସ୍ଥାନ — Galley for manufucture of salt.