Jump to content

ଗାଲିମ୍

ଉଇକିଅଭିଧାନ‌ରୁ

ଗାଲିମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ଶତ୍ରୁ — ୧. Enemy.
୨. ଅତ୍ୟାଚାରୀ ବ୍ୟକ୍ତି — ୨. A tyrant; oppressor.

ବୈଦେଶଜ - ବିଶେଷଣ - (ଫା)

[ସମ୍ପାଦନା]
୧. ଅତ୍ୟାଚାରକ — ୧. Oppressive; tyrannical.
୨. ଶତ୍ରୁଭାବାପନ୍ନ —୨. Inimical.
୩. ପ୍ରବଳ; ପରାକ୍ରମଶାଳୀ —୩. Mighty.