ଗାଲୁ କରିବା
ଦେଖଣା
ଗାଲୁ କରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗାଲୁ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ସତକଥାକୁ ମିଛ ବୋଲି ଦୃଢ— ଭାବରେ କହିବା; ଭୁରୁଡାଇବା — ୧. To assert a false thing as true.
- ୨. ପ୍ରଭୁ ବା ଗୁରୁଜନଙ୍କର କୌଣସି ଆଦେଶକୁ ଅମାନ୍ୟ କରି ଜବାବଦେବା ବା ଠେଁସିବା — ୨. To show insubordination to a superior's order.
- ୩. କଡପଟେ ଚାହିଁବା — ୩. To ogle; to look askance.
ଭାଲୁ ଗାଲୁକରିଣ ଚାହେଁ ଏଣେତେଣେ—କୃଷ୍ଣସିଂହ. ମହାଭାରତ. ବନ