Jump to content

ଗାଲୁ ଛଡାଇବା

ଉଇକିଅଭିଧାନ‌ରୁ

ଗାଲୁ ଛଡାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଲୋକର ଦାମ୍ଭିକତା ବା ମିଥ୍ୟା ଆସ୍ଫାଳନକୁ ଦବାଇବା — ୧. To shut up the mouth of a braggart or swaggerer.
୨. କଣ୍ଡୁ ପ୍ରଶମନ କରିବା — ୨. Toallay itching.
୩. ଯାହା ଖାଇଲେ ଗଳା କୁଣ୍ଡାଇ ହୁଏ ଏପରି ବସ୍ତୁ (ଯଥା, ଓଲୁଅ, ସାରୁ, ବଣସାରୁ)ରୁ ଇକ୍ତ ଗୁଣକୁ କାଞ୍ଜି ପାଣିରେ ସିଝାଇବା ଆଦିଦ୍ୱାରା କମ କରିବା — ୩. To lesson the throat-irritating quality of certain food-stuffs (eg. wild arum).