ଗାଲେଇବା
ଦେଖଣା
ଗାଲେଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୁହଁକୁ ଏକପାଖିଆ କରିକାନ ଡେରି କୌଣସି ବିଷୟକୁ ଶୁଣିବାକୁ ମନୋଯୋଗ ଦେବା — ୧. To attentively listen to anything by turning the ears to one side.
- ୨. ମୁହଁକୁ କଡ଼େଇବା — ୨. To turn the head to one side.
- ୩. ଷଣ୍ଢ ବା ମେଣ୍ଢା ଲଢ଼ିବାକୁ ବା ବିନ୍ଧବାକୁ ଆସିଲାବେଳେ ମୁହଁକୁ କଡ଼େଇବା; ଆଡ଼ିପତେଇବା — ୩. To turn the head toone sidewhile coming to goad or fight (said of a bull).
- ୪. ଗାଲି ପାରିବା — ୪. To overhear a conversation secretly.
- ୫. କୌଣସି କଥାକୁ ନ ଶୁଣିଲା ପରି ଏଡିଦେବା ବା ନ କରିବା —୫. To disregard anything uttered in one's presence.