ଗାଳଗଳ୍ପ
ମିଥ୍ୟା ଗଳ୍ପ; ଅଳୀକ ପ୍ରଳାପ — Idle talk.
ଅଥଚ ଏହି କଥା ଗୁଡ଼ିକ ସତ୍ୟ ଘଟଣା ବୋଲ, ଗାଳଗଳ୍ପ ବୋଲ, ଏଥିର ପ୍ରଧାନ ନାୟକ ନାୟିକା ମାନଙ୍କର କଥା ଛାଡ଼ିଲେ କର୍ମ ଅଚଳ ଫକୀରମୋହନ. ଛମାଣଆଠଗୁଣ୍ଠ