ଗାଳି
ଦେଖଣା
ଗାଳି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗଳ ଧାତୁ+ଇ)
[ସମ୍ପାଦନା]- ୧. କଟୂବାକ୍ୟ; ଭତ୍ସନା (ତ୍ରିକାଣ୍ଡଶେଷ) —୧. Abusive language; abuse; reproach.
- ୨. ଅଭିସମ୍ପାତ —୨. Curse; imprecation.
[ ଦ୍ର—ଭର୍ତ୍ତହରିଙ୍କ ବୈରାଗ୍ୟଶତକରେ ଗାଳି ଶବ୍ଦର ଭତ୍ସନା ଅର୍ଥରେ ପ୍ରୟୋଗ ଅଛି ]
ଦଦତୁ ଦଦତୁ ଗାଳିର୍ଗାଳିନିମନ୍ତୋ ଭବନ୍ତଃ ବୟମପି ତଦଭାବାଦ୍ଗଳିଦାନେ ଽସମାର୍ଥାଃ ]